How to save money 💰 💵💵💰💰
ଜୀବନରେ ସବୁ କରିବ 💰 ପଇସା କେବେ ଆଯୋଧାରେ ଖରଚ କରୁଅଛନ୍ତି ଙ୍କି | ମନେ ରଖିବେ ଦିନକୁ ₹୫୦ 💰 save କଲେ 1 month ₹୧୫୦୦ save କରିଛନ୍ତି, ହେଲେ money is the Life ପଇସା ନଥିଲେ ନାଆ ନାହିଁ, କହିକିନା ଆଜିକା ସମୟରେ ପାଇସା sabu କିଛି, ଯାହା ପାଖରେ ପଇସା ନାଇ ଭାବିନେବେଜେ ନିଜ ପାଖରେ କିଛି ନଈ,
୨:-Life ରେ କେବେବି ଭାବିବେନି ଯେ ମୁଁ 1m+ income କରିବି ସେଇଟା ହି ମଣିଷ ର ଭୁଲୁ ଚିତା ଧାରା, କଥାରେ କହନ୍ତି (ଧୀର ପାଣି ପଥର କାଟେ) ଆମେ ଯେତେ କମ income କରିବା ସେତେ ଧୀରେ ଧୀରେ ଅଘକୁ ଯିବା,
୩:- ଜୀବନରେ ଅମି ତି ଏକ ସମୟ ଆସେ money💰 ଥାଇକି କି କିଛି କରିପାରୁନଥିବା , ଜୀବନରେ 2 ଟା Life ସଦାବେଳେ important ଗୋଟେ ହେଲେ Life ରେ କ୍ନ କରିବି କେମିତି ପଇସା income କରିବି and କିଛି ପିଲା ଭାବନ୍ତି money and gf କିନ୍ତୁ Life re sabu କରିବେ କେବେ GF ଲାଇନ ରେ ପଶିବେନି (ଯିଏ ପଶିଚି ସିଏ ଭସିଚି)
୪:- nest peg upcoming...............




Comments
Post a Comment